ଅଙ୍କନ ଖେଳ
By TeacherShare
ଜିନୁ ଏବଂ ତା’ର ଆଈ ବିଭିନ୍ନ ଆକୃତି ଯଥା ବୃତ୍ତ, ତ୍ରିଭୁଜ ଓ ବର୍ଗଚିତ୍ର ସବୁ ଆଙ୍କୁଥିଲେ। ତା’ପରେ ସେମାନେ ସେଗୁଡ଼ିକୁ ବିଭିନ୍ନ ପ୍ରକାର ଜିନିଷର ରୂପ ଦେଲେ। ଏଇ ସରଳ ଗପଟିରୁ ପିଲାଏ ବିଭିନ୍ନ ପ୍ରକାର ଗାଣିତିକ ଆକୃତି ସମ୍ବନ୍ଧରେ ଧାରଣା ପାଇପାରିବେ। ସେମାନଙ୍କର କଳ୍ପନା ଶକ୍ତିର ବିକାଶରେ ମଧ୍ୟ ଏହା ସହାୟକ ହେବ।
- Subject
- Other
- Teaching level
- Not specified
- Language
- ory
- Formats
- Availability
- Free
Source and licence
Copyright © 2026, Pratham Books (© Pratham Books, 2018) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
ଅଙ୍କନ ଖେଳ; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2018) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
Original source Read source licence