Browse materials

ସାହସୀ ବୁର୍ଲି

By TeacherShare

Preview of ସାହସୀ ବୁର୍ଲି

କନ୍ଧ ଆଦିବାସୀମାନେ ଜଙ୍ଗଲର ବହୁତ ନିକଟରେ ରୁହନ୍ତି । ସେମାନେ ଜଙ୍ଗଲର ଅଙ୍କାବଙ୍କା ରାସ୍ତା, ବଣ-ବୁଦା, ବଡ ବଡ ଶାଳ ଆଉ ମହୁଲ ଗଛ, ଏମିତିକି ନେଉଳ ଠାରୁ ଆରମ୍ଭ କରି ବାଘମାନଙ୍କର ପାଦ ଚିହ୍ନ ଏବଂ ଆହୁରି ଅନେକ କଥା ସବୁ ଜାଣନ୍ତି । ଛୋଟଝିଅ ବୁର୍ଲିକୁ ଏ ସବୁ ଶିଖିବା ଦରକାର, ହେଲେ ସେ କଣ ଗୋଟିଏ ହୃଦୟ ବିଦାରକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ?

Subject
Other
Teaching level
Not specified
Language
ory
Formats
PDF
Availability
Free

Source and licence

Copyright © 2026, Pratham Books (© Pratham Books, 2016) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in

ସାହସୀ ବୁର୍ଲି; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2016) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in

Original source Read source licence

Add to my library