ପାହାଚ ଉପରେ ଭୋକିଲା ଜୀବ
By TeacherShare
ଯେତେବେଳେ ଘରକୁ ଯିବା ପାଇଁ ପ୍ରଣବ ଧୀରେ ଧୀରେ ପାହାଚ ଚଢୁଥିଲା, ତାକୁ ଭାରି ଭୋକ ଲାଗୁଥିଲା। ଅନ୍ୟମାନେ ଧାଡି କରି ଆସୁଥିଲେ ତା ପଛରେ। କିନ୍ତୁ ଭୋକ ହେଉଛି ବୋଲି ଜଲଦି ଯିବା ପାଇଁ କିଏ ତାକୁ ପାହାଚ ଉପରେ ଦୌଡ଼େଇ ପାରିବ?
- Subject
- Other
- Teaching level
- Not specified
- Language
- ory
- Formats
- Availability
- Free
Source and licence
Copyright © 2022, Pratham Books
ପାହାଚ ଉପରେ ଭୋକିଲା ଜୀବ; published by Bloom Library; licensed under cc-by (CC-BY-4.0). Copyright © 2022, Pratham Books
Original source Read source licence