ମନୁଆର ଗଣତି
By TeacherShare
ମନୁଆର ଦୁନିଆରେ ସଂଖ୍ୟା ମାନେ ନାଚୁଥିଲେ, ଅଙ୍କମାନେ ତାଳି ମାରୁଥିଲେ ଓ ବିଭାଜନ ଏକ ସୁନ୍ଦର ଲାଞ ସମାନ ଦିଶୁଥିଲା। ଦିନେ କିନ୍ତୁ ଏହି ଦୁନିଆ ସ୍କୂଲ୍ ରେ ଧୂଳିସାତ୍ ହେଲା। ମନୁଆ ସାହି ର ଦାଦା ପାଲଟିଗଲା। ତା’ପରେ କେହି ଜଣେ ମନୁଆକୁ ଠିକ୍ ବାଟକୁ ଫେରାଇ ଆଣିଲେ ଓ ମନୁଆ ପୁଣି ଆଗ ପରି ମଜାରେ ପଢ଼ିଲା। ଏହି ହୃଦୟସ୍ପର୍ଶୀ କାହାଣୀଟି ପଢ଼ିଲେ ଜାଣିବ।
- Subject
- Other
- Teaching level
- Not specified
- Language
- ory
- Formats
- Availability
- Free
Source and licence
Copyright © 2026, Pratham Books (© Pratham Books, 2012) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
ମନୁଆର ଗଣତି; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2012) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
Original source Read source licence