ଟମାଟୋ ଚଟଣୀ କିଏ ତିଆରି କଲା?
By TeacherShare
ତାରା ଓ ରବି ପରିବା ଓ ଫଳ କିଣିବା ପାଇଁ ବଜାରକୁ ଯାଆନ୍ତି। କିନ୍ତୁ ପ୍ରତିଥର କୌଣସି ଗୋଟିଏ ଫଳ ପିଚକିଯାଏ। ଏହି କାହାଣୀରେ ଜିନିଷସବୁ ଭାରି ଓ ହାଲୁକା ହିସାବରେ ରଖିବା କଥା ବୁଝାଇ କୁହାଯାଇଛି। ଏହି ବହିରେ ଥିବା ଚିତ୍ରସବୁ ବିଛଣାଗଦି ତଳେ ରଖାଯାଇଥିବା କାଗଜ ବ୍ୟାଗ, କାଗଜ ଟୁକୁଡ଼ା ଓ ପୁରୁଣା ପତ୍ରିକାଗୁଡ଼ିକୁ ବ୍ୟବହାର କରି ତିଆରି କରାଯାଇଛି।
- Subject
- Other
- Teaching level
- Not specified
- Language
- ory
- Formats
- Availability
- Free
Source and licence
Copyright © 2026, Pratham Books (© Pratham Books, 2018) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
ଟମାଟୋ ଚଟଣୀ କିଏ ତିଆରି କଲା?; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2018) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
Original source Read source licence