ଚାହା ବଗିଚାରେ ଭୋଜି
By TeacherShare
ଆଭା ଦାର୍ଜିଲିଂ ର ହିମ ପାହାଡ଼କୁ ବୁଲିବାକୁ ଯାଉଛି। ବାଟରେ ସେ ଗୋଟେ ଚା ବଗିଚାରେ ଅଟକିଲା। ତା ମନରେ ଅନେକ ପ୍ରଶ୍ନ! ଚା କଣ ଗୋଟେ ପତ୍ର ? ଏହା କେଉଁଠି ଚାଷ ହୁଏ ? ଏହାର ସ୍ଵାଦ ଏତେ ସୁନ୍ଦର କେମିତି ହୁଏ ? ଚାଲ ଆଭା ସହ ଗୋଟେ ଚା ବଗିଚା ଏବଂ ଚା କାରଖାନା ବୁଲି ଦେଖିବା ଏବଂ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା।
- Subject
- Other
- Teaching level
- Not specified
- Language
- ory
- Formats
- Availability
- Free
Source and licence
Copyright © 2026, Pratham Books (© Pratham Books, 2021) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
ଚାହା ବଗିଚାରେ ଭୋଜି; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2021) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
Original source Read source licence