କୁଆଡ଼େ ଗଲା ନନ୍ଦିନୀ ?
By TeacherShare
କ୍ଷେତ ଘେରା ଘରଟିରେ ବଡ଼, ସାନ ଗୁଡି଼ଏ ଗାଈ ଅଛନ୍ତି I ମାଳିନୀକୁ ସେମାନଙ୍କୁ ପଡି଼ଆରେ ଚରାଇବା ପାଇଁ ନେବାକୁ ହେବ I ସେମାନଙ୍କୁ ଜଗୁଥିବା ବେଳେ ତା' ର ସମ୍ପର୍କୀୟ ସାନ ଭଉଣୀ କେଉଁଆଡ଼େ ଚାଲିଯାଏ I ତେଣୁ, ସେ ତାକୁ ଖୋଜିବାକୁ ବାହାରିପଡ଼େ I ସେ କଣ ତାକୁ ଖୋଜି ପାଇବ ? ଏହି ଗପଟିରେ ବଡ଼-ସାନ, ଛୋଟ-ବଡ଼, ଡେଙ୍ଗା-ବାଙ୍ଗରା ଇତ୍ୟାଦି ଶବ୍ଦ ଗୁଡି଼କ ବିଷୟରେ ଧାରଣା ଦିଆଯାଇଛିI
- Subject
- Other
- Teaching level
- Not specified
- Language
- ory
- Formats
- Availability
- Free
Source and licence
Copyright © 2026, Pratham Books (© Pratham Books, 2018) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
କୁଆଡ଼େ ଗଲା ନନ୍ଦିନୀ ?; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2018) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in
Original source Read source licence