Browse materials

ସମୟ ସହ ବହୁଥିବା ନଦୀ

By TeacherShare

Preview of ସମୟ ସହ ବହୁଥିବା ନଦୀ

କଳ୍ପନା କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ସମ୍ପର୍କିତ ସେଇସବୁ କାହାଣୀ ଯାହା ଗୋଟେ ନଦୀ ହିଁ କହିପାରେ! ନଦୀ ସେତେବେଳେ ବି ଥିଲା ଯେତେବେଳେ ମଣିଷ ଖାଦ୍ୟ ଉତ୍ପାଦନ କରିବା ପାଇଁ ଇଚ୍ଛା କରିଥିଲା। ନଦୀ ସେତେବେଳେ ବି ଥିଲା ଯେତେବେଳେ ମଣିଷ ନଗର ଗଢ଼ିବା ଆରମ୍ଭ କରିଥିଲା। ନଦୀ ଏବେ ବି ଅଛି, ଆମକୁ ପାଣି, ଖାଦ୍ୟ, ବସତିର ସୁବିଧା ପ୍ରଦାନ କରୁଛି। ତେବେ ଏବେ ମଧ୍ୟ ନଦୀକୁ ମଇଳା ଫିଙ୍ଗିବା ସ୍ଥାନ ଭାବେ ବ୍ୟବହାର କରାଯାଉଛି। ନଦୀ ମଣିଷ ସମାଜର ଯତ୍ନ ନେବା ଜାଣେ। କିନ୍ତୁ ଯଦି ଆମେ ନଦୀର ଏବଂ ଆମର ଏକ ସୁନ୍ଦର ଭବିଷ୍ୟତ ଇଚ୍ଛା କରୁ, ଏହା ହିଁ ପ୍ରକୃଷ୍ଟ ସମୟ ନଦୀର ଦେଖାରଖା କରିବା ପାଇଁ।

Subject
Other
Teaching level
Not specified
Language
ory
Formats
PDF
Availability
Free

Source and licence

Copyright © 2026, Pratham Books (© Pratham Books, 2020) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in

ସମୟ ସହ ବହୁଥିବା ନଦୀ; published by Bloom Library; licensed under cc-by (CC-BY-4.0). Copyright © 2026, Pratham Books (© Pratham Books, 2020) under a CC BY 4.0 license on StoryWeaver. Read, create and translate stories for free on www.storyweaver.org.in

Original source Read source licence

Add to my library